ଦୟା ଏବେ ନିର୍ଦ୍ଦୟ
(ଧରଣୀ ର କାହାଣୀ)
ଦୟା ଏବେ ନିର୍ଦ୍ଦୟ
ସୁଦର୍ଶନ ଦାସ
ଦୟା ର ପସରା ମେଲାଇ କାହିଁ କେତେ କାଳରୁ ବହି ଚାଲିଛି ଦୟା ନଦୀ l ଏହାର ନାମ ଦୟା କାହିଁକି ହେଇଛି ବା କିଏ ଏହି ନାମ କରଣ କରିଛି ତାହା ରହସ୍ୟlବୃତ l ଏହାର ନାମ କରଣ କୁ ନେଇ ଯଦିଓ ଅନେକ ଲୋକ କଥା ରହିଛି, ସେସବୁ ର…