Latest Odisha News

BREAKING NEWS

ପ୍ରବାସୀଙ୍କ ପ୍ରୟାସ

ବାରିପଦାରୁ ଉଦୁଳା ଯିବା ରାସ୍ତାରେ ଡୁକୁରା ଛକ ନିକଟରେ ରାସ୍ତାର ବାମ ପାଖରେ ଆପଣ ପାଇବେ ଗୋଟିଏ କଫି ଓ ସ୍ନାକ୍ସ ଦେକାନ । ବିସ୍କୁଟ, ମିକ୍ସଚର, ଚିପ୍‌ସ୍‌, କୁର୍‌କୁରେ, ଚକୋଲେଟ୍ ଆଦି ପ୍ୟାକେଟ୍ ଏବଂ ଡବା ଭର୍ତ୍ତି ଦୋକାନଟି ବେଶ୍ ଆକର୍ଷଣୀୟ ଦେକାନର ସାମ୍ନାଟି ମଧ୍ୟ ବେଶ୍ ପରିଷ୍କାର…

କେନ୍ଦୁଝରର ଆର୍ତ୍ତନାଦ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ କେନ୍ଦୁଝର ଯଦି କେବେ କଥା କହି ପାରନ୍ତା, ତେବେ ତାର କଥା ଗୁଡିକ ବୋଧେ ଏହି ଭଳି ଆର୍ତ୍ତନାଦର ଭ୍ରମ ସୃଷ୍ଟି କରନ୍ତା: “ଓଃ ! ମୋତେ ଆଉ କେତେ ହାଣିବ, ତାଡିବ, ଖୋଳିବ? ମୋ ଶରୀରକୁ କେତେ ଆଉ କ୍ଷତ ବିକ୍ଷତ କଲେ ତୁମ ମନ…

ନଦୀର ନାମ ଗନ୍ଧବତୀ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ ନଦୀର ନାମ ଗନ୍ଧବତୀ... ସୁଦର୍ଶନ ଦାସ ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ…

ପୃଥିବୀ ତାତୁଛି…

ବିଲୁପ୍ତି ବିପ୍ଳବ ପୃଥିବୀ ତାତୁଛି... ସୁଦର୍ଶନ ଦାସ ଅଷ୍ଟ୍ରେଲିଆ ଓ ଇଟାଲୀ ସୀମାନ୍ତରେ ଥିବା ଆଲପସ୍ ପର୍ବତମାଳାରେ ସ୍କେଟିଂ କରୁଥିବା ବେଳେ ଦଳେ ଖେଳାଳି ୧୯୯୧ ମସିହାରେ ଗୋଟିଏ ମଣିଷ ଶବକୁ ଆବିଷ୍କାର କଲେ । ଶରୀର ଏବଂ ଜୀବ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ଏହି ଶବଟି ୫,୦୦୦ ବର୍ଷ…

ଅର୍ଥ ହିଁ ଅନର୍ଥ

ବିଲୁପ୍ତି ବିପ୍ଳବ ଅର୍ଥ ହିଁ ଅନର୍ଥ ସୁଦର୍ଶନ ଦାସ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା’ଚାରିପଟରେ ବୁଲୁଛି ନା ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା’ ଚାରିପଟେ ବୁଲୁଛି? – ଏହି ପ୍ରଶ୍ନଟି ୧୬ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମଗ୍ର ମାନବ ଜଗତକୁ ଆଚ୍ଛାଦିତ କରିଥିଲା । ୧୬୪୩ ମସିହାରେ ପୋଲାଣ୍ଡର…

ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ !

ବିଲୁପ୍ତି ବିପ୍ଳବ (ବିଶିଷ୍ଟ ଓଡ଼ିଆ ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ଦ୍ୱାରା ପ୍ରତି ବୁଧବାର ଦିନ ‘ବିଲୁପ୍ତି ବିପ୍ଳବ’ ନାମକ ସାପ୍ତାହିକ ସ୍ତମ୍ଭ ପ୍ରକାଶିତ ହେବ ) ଚିନ୍ତାରେ ବିଶ୍ୱ ପରିବେଶ; ଦାନା ବାନ୍ଧୁଛି ବିରାଟ ବିପ୍ଳବ ! ସୁଦର୍ଶନ ଦାସ ମାନବ ସମାଜର କ୍ରମ ବିକାଶ ସହିତ…