Latest Odisha News

BREAKING NEWS

ଦର୍ପଣ

ଦର୍ପଣ ସୁଧୀର ମେହେର ଯେବେ ବି ଆସିଚ ଗଭୀର ଶ୍ରଦ୍ଧାରେ ତୋଳି ଧରିଚି ନିବୁଜ ଛାତି ଭିତରେ । ତମେ ହସିଲେ ହସିଚି କାନ୍ଦିଲେ କାନ୍ଦିଚି ତମର ପ୍ରତିଟି ଭାବ ଅଭାବକୁ ଆଖିର ତାରା ସାଜି ପ୍ରତିବିମ୍ବିତ କରିଚି । ଛାତି ତଳେ ଟିକେନାକୁ ପାରଦ ଅଛି ବୋଲି ତ ଏତେ କଥା! ନାଇଁତ...…