ଧାରାବାହିକ ଉପନ୍ୟାସ : ସୁଲୋଚନା (୨୬)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
କ୍ରୋଧିତା ବେଦବତୀ ତତ୍କ୍ଷଣାତ୍ କେଶକୁ ନିଜ କମରରେ ବାନ୍ଧି ରଖିଥିବା ଛୁରୀକା ଦ୍ୱାରା କାଟିଦେଲେ ଏବଂ ଅଭିଶାପ ଦେଇ କହିଲେ, ' ରେ ପାପୀ! ମୋତେ ସ୍ପର୍ଶ କରିବା ପରେ ଏ ଶରୀର ଆଉ ରଖିବାର ସ୍ପୃହା ନାହିଁ। ମୁଁ ଏହିକ୍ଷଣି ଏ ଶରୀରକୁ…