ଆମ୍ବ ଆଚାର
ଆମ ରନ୍ଧାବଢ଼ାରୁ….
ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ। କଞ୍ଚା ଓ ପାଚିଲା ଭାବରେ ଆମ୍ବ ଖିଆଯାଏ। ଏହା ଛଡ଼ା ଆମ୍ବକୁ ନେଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଆମେ ଶିଖିବା ଆମ୍ବ ଆଚାରର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକୀୟ ସାମଗ୍ରୀ : କଞ୍ଚା ଆମ୍ବ ୪…