Latest Odisha News

BREAKING NEWS

ଭାଷା ଭାଗବତ : ଚିଂତା ଦେଖାଏ ରାସ୍ତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଇତିହାସ ଓ ସମସ୍ୟାଦି ପୁନର୍ଲିଖନ କରୁଁ ଯଦି ମିଳିବନାହିଁ ସମାଧାନ ଏହା ତ ସାଧାରଣ ଜ୍ଞାନ ଇତିହାସର ବିଲୋପନ ପ୍ରତି ନ ଦେଲେ ବେଶି ଧ୍ୟାନ ଏଠାରେ ଯାହା ବର୍ତମାନ କରିବ ଭବିଷ୍ଯ ଗଠନ ସ୍ମୃତିରେ ନ ହେଲେ ଆଚ୍ଛନ୍ନ ମନରେ ଜାତ…

ଭାଷା-ସାହିତ୍ୟ ମୋ ପାଇଁ ଜୀବନ ସଦୃଶ : ତେଜସ୍ଵିନୀ ସାମଲ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ତେଜସ୍ଵିନୀ ସାମଲ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ମୋ ଲେଖାର ପ୍ରକାଶିତ ରୂପ ମୋ ସାହିତ୍ୟ ସର୍ଜନାର ପ୍ରେରଣା : ସ୍ଵାଗତିକା ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ମେଘବର୍ଣ୍ଣା

ବଳରାମ ପୂଜାରୀ ଗର୍ଭିଣୀ ମେଘଟା ଓଲ୍ହାଉଥିଲା କୁଞ୍ଚୁକୁଞ୍ଚିଆ ଦେଉଳ ଡଙ୍ଗରର ଓଦା ଶିଉଳିଆ ମଥାନରୁ , ପେଟରେ ପେଟେ ବାଷ୍ପ ବିଶ୍ୱାସର ଜଳ କଣିକା ଧରି , ଡଙ୍ଗରିଆ ଗଛବୃଛମାନେ ଆଁ କରି ମେଲେଉ ଥିଲେ ନିପାଣିଆ ପାଟିକୁ , ଚାଟିଚୁଟି ସଫା କରିବାକୁ, ନ ମାସିଆ ମେଘବତୀର ପେଟରିପଣକୁ…

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଭାବନାକୁ ଶବ୍ଦର ରୂପ ଦେବା ପ୍ରୟାସରେ ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହେଲି : ସଂଗ୍ରାମ କେଶରୀ ସେନାପତି

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ…

କାଳ୍ପନିକ ସୌନ୍ଦର୍ଯ୍ୟ ଅପେକ୍ଷା ନିଚ୍ଛକ ସତ୍ୟ ହିଁ ମୋ ରଚନାର ଆଧାର : ଅନନ୍ତାଂଶୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନନ୍ତାଂଶୁ ଜେନାଙ୍କ ସହ ‘ସ୍ୱଳ୍ପ ଆଳାପ’…

ଅସଲ ବୁଦ୍ଧି

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ନାଁ'କୁ ବିକୃତକରି ସମ୍ବୋଧନ କରିବା ଆମ ଓଡ଼ିଆଙ୍କର ଅଭ୍ୟାସ । ସେଇ ନ୍ୟାୟରେ ଆମ ଅଞ୍ଚଳରେ ଚନ୍ଦ୍ରମଣିଙ୍କୁ ଡାକିଥାଉ ଚନ୍ଦରା । ଆଉ ଶୁକଦେବଙ୍କୁ ଶୁକୁଟା । ଗାଁ ପାଖ କଲେଜରୁ ଯୁକ୍ତି ତିନି ପାସ୍ କଲାପରେ-ଚନ୍ଦରା, ଚାକିରୀ ପଛରେ ନଧାଇଁ, ଗାଁ ମୁଣ୍ଡରେ…

ସାହିତ୍ୟ ମୋ ପାଇଁ ଜୀବନ ବଞ୍ଚିବାର ମାର୍ଗ : ଅମ୍ବୁଜା ମହାନ୍ତି

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅମ୍ବୁଜା ମହାନ୍ତିଙ୍କ ସହ ‘ସ୍ୱଳ୍ପ ଆଳାପ’…

କବିତା : ଶୀତରାତି

ଈଶ୍ୱରୀ ଶୀତରାତି ଲାଗେ ବଡ଼ ନିଛାଟିଆ ସଞ୍ଜ ଗଡ଼ିଗଲା ପରେ ତୁମ ଆସିବାର ଠିକଣା ନଥାଏ ତଥାପି ଏ ମନ ଝୁରେ।। କୁଆଁରୀ କୁମୁଦ ଚାନ୍ଦ-ପ୍ରେମାମୃତ ଜୋଛନାର ପରଶରେ ପ୍ରିୟର କୋଳରେ ମଧୁ-ଆଲିଙ୍ଗନେ ପ୍ରସ୍ଫୁଟିତ ସରସୀରେ।। ଗାଆଁରୁ ସହର ଶୀତର ଚାଦର ତନୁମନେ ଭରାପ୍ରୀତି ଚଉଷଠି…