Latest Odisha News

BREAKING NEWS

Sunny Deol and Akshaye Khanna:୨୯ ବର୍ଷ ପରେ ପୁଣି ଏକାଠି ହେବେ ସନି ଦେଓଲ ଏବଂ ଅକ୍ଷୟ ଖାନ୍ନା, ଅପେକ୍ଷାରେ…

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ ଖାନ୍ନା ବର୍ତ୍ତମାନ ଧୂରନ୍ଧର ସିନେମାରେ ନିଜ  ଭୂମିକା ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଡକାୟତ ରେହମାନ ଚରିତ୍ରରେ ଅଭିନୟ କରି ପ୍ରଶଂସକମାନଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ଭାଇରାଲ ନୃତ୍ୟ ଏବଂ ଚରିତ୍ରକୁ ସମସ୍ତେ ପସନ୍ଦ କରୁଛନ୍ତି। ୨୦୨୫ ମସିହାରେ, ଅକ୍ଷୟ…

UP Assembly: କଫ୍ ସିରପ୍ ପ୍ରସଙ୍ଗକୁ ନେଇ ୟୁପି ବିଧାନସଭାରେ ହଙ୍ଗାମା, ଅଧାରୁ ଚାଲିଗଲେ ବିଧାୟକ

ୟୁପି: ଉତ୍ତର ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳ ଏବଂ ହଙ୍ଗାମାରେ ପରିପୂର୍ଣ୍ଣ ରହିଛି। ବିରୋଧୀ ଦଳଗୁଡ଼ିକ, ବିଶେଷକରି ସମାଜବାଦୀ ପାର୍ଟି ବିଧାୟକମାନେ କଫ୍ ସିରପ୍ ପ୍ରସଙ୍ଗରେ ସରକାରଙ୍କୁ ପୁଣି ଥରେ ଘେରିଥିଲେ। ସମାଜବାଦୀ…

Bangladesh unrest: ବାଂଲାଦେଶ ଅଶାନ୍ତିରେ ପାକିସ୍ତାନର ହାତ, ହିଂସାକୁ ଉସୁକାଉଛି ISI

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ISI ନୂତନ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ । ବାଂଲାଦେଶ ହିଂସାକୁ ଉସୁକାଉଛି ପାକ୍ ସେନା ଆଇଏସ୍ଆଇ ।ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗି ରହିଛି। ଯେଉଁଠାରେ ହିନ୍ଦୁମାନଙ୍କ ଉପରେ ହତ୍ୟାକାଣ୍ଡ ଜାରି ରହିଛି। ଯେଉଁଠାରେ ହିଂସାର ପର୍ୟ୍ୟାୟ ଏବେ ମଧ୍ୟ ଜାରି ରହିଛି…

Sheikh Hasina Slams Yunus Govt: ବାଂଲାଦେଶରେ ଅଶାନ୍ତି ପାଇଁ ୟୁନୁସ ଦାୟୀ : ଶେଖ୍ ହସିନା

ନୂଆଦିଲ୍ଲୀ: ଗତ କିଛି ଦିନର ହିଂସା ଏବଂ ପ୍ରତିବାଦ ପରେ ଢାକାର ପରିସ୍ଥିତି ଶାନ୍ତ ଦେଖାଯାଉଥିଲେ ମଧ୍ୟ, ବାଂଲାଦେଶର ରାଜନୈତିକ ଦୃଶ୍ୟପଟରେ ଉତ୍ତେଜନା  ତୀବ୍ର ହୋଇଛି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ…

indian youth files complaint:ରୁଷିଆରେ ଭାରତୀୟ ଯୁବକଙ୍କୁ ଅତ୍ୟାଚାର, ମୋଦିଙ୍କୁ ପଠେଇଲେ ମେସେଜ୍

ନୂଆଦିଲ୍ଲୀ:  ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି। ଗୁଜରାଟର ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେ ବର୍ଣ୍ଣନା କରିଛନ୍ତି, କିପରି ତାଙ୍କୁ ରୁଷିଆ ସେନାରେ ଯୋଗଦେବା ପାଇଁ ଚାପ…

Modi gifted Assam tea to Putin: ଶ୍ରୀମଦ୍ ଦ୍ଭଗବଦ୍ ଗୀତା ସହିତ ପୁଟିନଙ୍କୁ ଆସାମର ଚା’ ଉପହାର ଦେଇଥିଲେ ମୋଦି,…

ନୂଆଦିଲ୍ଲୀ:  ନିକଟରେ ଭାରତ ଗସ୍ତରେ ଆସିଥିଲେ  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ଭାରତରେ ଭବ୍ୟ ସମ୍ଭର୍ଦ୍ଧନା କରାଯିବା ସହିତ ବହୁତ ବଡ଼ ବଡ଼ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିଲା । ପୁଟିନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ । ଏବଂ…

Imran Khan message: ଜେଲରୁ ବଡ଼ ବର୍ତ୍ତା ଦେଲେ ଇମ୍ରାନ ଖାନ, ରାଜରାସ୍ତାକୁ ଓହ୍ଲାଇବେ ଇମ୍ରାନଙ୍କ ସମର୍ଥକ

ନୂଆଦିଲ୍ଲୀ:  ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ପରେ, ଇମ୍ରାନ ଖାନ ଜେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ…

viral video:ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନଙ୍କ ଆଗରେ ନିଜ ପ୍ରେମିକାକୁ ପ୍ରପୋଜ କଲେ ସାମ୍ବାଦିକ…

ନୂଆଦିଲ୍ଲୀ: ଚାଲିଥିଲା  ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସାମ୍ବାଦିକ ସମ୍ମିଳନୀ ।  ଯେଉଁଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଗମ୍ଭୀର ଆଲୋଚନା…