ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି ।
ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨ ଯାଏଁ ରାମନବମୀ ଉତ୍ସବ ପାଳିତ ହେବ । ତେବେ ଏହି ସମୟରେ ବାହାର ଲୋକଙ୍କୁ ଏଠାରେ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଏଥିସହ ମନ୍ଦିରରେ ଭିଡ ଜମାଇବା, ନଦୀରେ ସାମୂହିକ ବୁଡ ପକାଇବା ଅଦିକୁ ମଧ୍ୟ ବାରଣ କରାଯାଇଛି ।
ସୂଚନା ଅନୁସାରେ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଜିଲ୍ଲାର ସୀମାରେ ବାହାରୁ ଫେରାଇ ଦିଆଯିବ । ଯାତ୍ରୀ ନିବାସ, ହୋଟେଲ, ଧର୍ମଶାଳା, ଲଜ୍ ଆଦିରେ କୌଣସି ବୁକିଂ ମଧ୍ୟ କରାଯିବ ନାହିଁ ।
BREAKING NEWS
- Bjd: ନିଲମ୍ବିତ ୨ ବିଧାୟକଙ୍କୁ ବିଜେଡିର ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
- ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
- Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ
- Chennai Blast: ସିଲିଣ୍ଡର ବିସ୍ଫୋରଣରେ ଦୁଇ ଶିଶୁଙ୍କ ମୃତ୍ୟୁ, ୭ ଆହତ; ଭୁଶୁଡ଼ି ପଡ଼ିଲା ୩ ଘର
Comments are closed.