Latest Odisha News

BREAKING NEWS

‘ଆକ୍ସନ୍ ହିରୋ’ର ନାୟକ ହେବେ ଆୟୁଷ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଶନିବାର ଆୟୁଷ୍ମାନ ତାଙ୍କ ଆଗାମୀ ଫିଲ୍ମ ‘ଆକ୍ସନ୍ ହିରୋ’ରେ ଅଭିନୟ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଆନନ୍ଦ ଏଲ୍ ରୟ।

BjdElectrycity

ତୃତୀୟ ଥର ପାଇଁ ଆୟୁଷ୍ମାନ ଏବଂ ଆନନ୍ଦ ଏଲ୍‌ ରୟଙ୍କ ମୁଭିରେ ଅଭିନୟ କରିବେ। ଚଳଚ୍ଚିତ୍ର ‘ଆକ୍ସନ୍ ହିରୋ’ର ନିର୍ଦ୍ଦେଶନା ଦେବେ ଅନିରୁଦ୍ଧ ଆୟର। ଆୟୁଷ୍ମାନ ଇନ୍‌ଷ୍ଟାରେ ଏ ସଂକ୍ରନ୍ତରେ ଗୋଷଣା କରିଛନ୍ତି।

ଆୟୁଷ୍ମାନ ଫିଲ୍ମର ଆନିମେଟେଡ୍ ଟିଜର ମଧ୍ୟ ସେୟାର କରିଥିଲେ। ଏହି ଟିଜରରେ ଦର୍ଶାଯାଇଛି ଯେ ଆୟୁଷ୍ମାନ ଏହି ଚଳଚ୍ଚିତ୍ରରେ ଏକ ଆକ୍ସନ୍ ଷ୍ଟାର୍ ଭୂମିକାରେ ଅଭିନୟ କରୁଛନ୍ତି।

Leave A Reply

Your email address will not be published.