ମାଲକାନଗିରି: କରୋନା ଯୋଗୁଁ ଚାରିଆଡେ ତାଲାବନ୍ଦ । ରାସ୍ତଘାଟ ସବୁ ଶୂନଶାନ । କେହି ନାହାନ୍ତି ଅଛନ୍ତି କେବଳ ପଶୁ ପକ୍ଷୀ। କରୋନା ଯୋଗୁଁ କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ମଧ୍ୟ ସଙ୍କଟରେ ଅଛନ୍ତି । ଲକଡାଉନ୍ ଯୋଗୁଁ ବୁଲା ପଶୁ ପକ୍ଷୀମାନେ ଏବେ ଖାଇବାକୁ ପାଉ ନାହାନ୍ତି । ଏମାନେ ଯେପରି ଭୋକରେ ନ ମରିବେ ସେଥିପାଇଁ ବୁଲା ପଶୁ ପକ୍ଷୀଙ୍କ ଅନ୍ନଦାତା ସାଜିଛନ୍ତିି ‘ବଡି ଦିଦି’ର କିଛି ଯୁବତୀ। ମାଲକାନଗିରି ଜିଲ୍ଲା ର ‘ବଡି ଦିଦି’ ନାମକ ଏକ ସଂସ୍ଥାର କେତେ ଜଣ ସ୍ୱେଚ୍ଛାସେବୀ ଯୁବତୀ ଏକାଠି ହୋଇ ବୁଲା କୁକୁର ଗାଈଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି । ସମସ୍ତେ ମିଳି ମିଶି ସକାଳୁ ରୁଟି ତିଆରି କିର ରାସ୍ତାଘାଟ ବୁଲୁଥିବା କୁକୁର ଏବଂ ପଶୁ ପକ୍ଷୀଙ୍କ ପେଟକୁ ଅନ୍ନ ଯୋଗାଉଛନ୍ତି ।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
Comments are closed.