Latest Odisha News

BREAKING NEWS

୨୦୨୧ ଦିନିକିଆ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ ପାଇଁ ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରିଛି । ଆଇସିସି ଟେକନିକାଲ କମିଟି ମହିଳା ଚାମ୍ପିୟନଶିପର ୩ଟି ସିରିଜ ବାତିଲ କରି ଦେଇଛି । ପଏଂଟ ଭିତିରେ ଭାରତ ଯୋଗ୍ୟତା ହାସଲ କରିଛି । ଅଷ୍ଟ୍ରେଲିଆ (୩୭), ଇଂଲଣ୍ଡ (୨୯), ଦକ୍ଷିଣ ଆଫ୍ରିକା (୨୫) ଓ ଭାରତ(୨୩) ବ୍ୟତୀତ ନ୍ୟୁଜିଲାଣ୍ଡକୁ ମଧ୍ୟ ବିଶ୍ୱକପ ଯୋଗ୍ୟତା ହାସଲ କରିଛି ।

ଅନ୍ୟ ୩ଟି ଟିମର ନିଷ୍ପତି କ୍ୱାଲିଫାୟର ମୁକାବିଲାରୁ ହେବ । ନ୍ୟୁଜିଲାଣ୍ଡରେ ଫେବୃୟାରୀ ୬ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଖେଳାଯିବ ।

Leave A Reply

Your email address will not be published.