ମାଲକାନଗିରି: କରୋନା ଯୋଗୁଁ ଚାରିଆଡେ ତାଲାବନ୍ଦ । ରାସ୍ତଘାଟ ସବୁ ଶୂନଶାନ । କେହି ନାହାନ୍ତି ଅଛନ୍ତି କେବଳ ପଶୁ ପକ୍ଷୀ। କରୋନା ଯୋଗୁଁ କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ମଧ୍ୟ ସଙ୍କଟରେ ଅଛନ୍ତି । ଲକଡାଉନ୍ ଯୋଗୁଁ ବୁଲା ପଶୁ ପକ୍ଷୀମାନେ ଏବେ ଖାଇବାକୁ ପାଉ ନାହାନ୍ତି । ଏମାନେ ଯେପରି ଭୋକରେ ନ ମରିବେ ସେଥିପାଇଁ ବୁଲା ପଶୁ ପକ୍ଷୀଙ୍କ ଅନ୍ନଦାତା ସାଜିଛନ୍ତିି ‘ବଡି ଦିଦି’ର କିଛି ଯୁବତୀ।
ମାଲକାନଗିରି ଜିଲ୍ଲା ର ‘ବଡି ଦିଦି’ ନାମକ ଏକ ସଂସ୍ଥାର କେତେ ଜଣ ସ୍ୱେଚ୍ଛାସେବୀ ଯୁବତୀ ଏକାଠି ହୋଇ ବୁଲା କୁକୁର ଗାଈଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି । ସମସ୍ତେ ମିଳି ମିଶି ସକାଳୁ ରୁଟି ତିଆରି କିର ରାସ୍ତାଘାଟ ବୁଲୁଥିବା କୁକୁର ଏବଂ ପଶୁ ପକ୍ଷୀଙ୍କ ପେଟକୁ ଅନ୍ନ ଯୋଗାଉଛନ୍ତି ।
BREAKING NEWS
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

Comments are closed.