Latest Odisha News

BREAKING NEWS

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।

ସୋମବାର ଦିନ ବାବା କେଦାରନାଥଙ୍କୁ ଦର୍ଶନ କରିବା ପରେ ଆଜି ବଦ୍ରିନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି । ଅତ୍ୟଧିକ ତୁଷାରପାତ ଯୋଗୁ ଆସନ୍ତା ୧୯ ତାରିଖ ୩ଟା ୩୫ମି. ରେ ବଦ୍ରିନାଥ ଧାମ କପାଟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.