Latest Odisha News
Browsing Tag

Badrinath Dham

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ…

ବଡ଼ି ଭୋରରୁ ଖୋଲିଲା ବଦ୍ରିନାଥ ଧାମର‌ ଦ୍ଵାର

ବଦ୍ରିନାଥ ଧାମ: ଦେଶର ପ୍ରମୁଖ ଧର୍ମସ୍ଥଳୀ ମଧ୍ୟରୁ ବଦ୍ରିନାଥ ଧାମ ଅନ୍ୟତମ। ବୈଦିକ ମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଦିନ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ଭୋର୍ ୪ଟା ୧୫ମି.ରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନିରନ୍ତର ଭାବେ ଭଗବାନ…

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।…