Latest Odisha News

BREAKING NEWS

କଙ୍ଗନାଙ୍କୁ ଜାମିନଯୁକ୍ତ ୱାରେଂଟ

ମୁମ୍ବାଇ:ବଲିଉଡର ଗୀତିକାର ଜାଭେଦ ଅଖତାର ଦାଏର କରିଥିବା ମାନହାନି ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତ ଫସିଛନ୍ତି । ମୁମ୍ବାଇର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନଯୁକ୍ତ ୱାରେଂଟ ଜାରି କରିଛି । କଙ୍ଗନା ଏହାର ଉତରରେ ଟୁଇଟ କରିଛନ୍ତି ଯେ, ଗିଦୋଡଙ୍କ ଏକ ଝୁଣ୍ଡ ଔର ଏକ ଶେରନୀ….ମଜା ଆ ଗୟା ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ତାଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଜାଭେଦ ମାନହାନି ମୋକଦ୍ଦମା କରିଥିଲେ । ଅନ୍ଧେରୀ ମୋଟ୍ରୋପଲିଟନ ମାଜିଷ୍ଟ୍ରେଟ ଜୁହୁ ପୋଲିସଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.