Latest Odisha News

BREAKING NEWS

ପରଲୋକରେ ବଲିଉଡ୍‌ ଅଭିନେତା ଅମିତ ମିସ୍ତ୍ରୀ

ନୂଆଦିଲ୍ଲୀ: ଅନେକ ହିନ୍ଦୀ ଏବଂ ଗୁଜୁରାଟୀ ଚଳଚ୍ଚିତ୍ର ଏବଂ ଶୋ’ରେ କାମ କରିଥିବା ଅଭିନେତା ଅମିତ ମିସ୍ତ୍ରୀଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

ଅଭିନେତା ଅମିତ କ୍ୟା କେହେନା, ଏକ ଚଲିସ୍ କି ଲାଷ୍ଟ ଲୋକାଲ୍, ୯୯, ଶୋର ଇନ୍ ଦି ସିଟି, ୟମଲା ପଗଲା ଦିୱାନା, ବେ ୟାର୍, ଏ ଜେଣ୍ଟିଲ୍‌ମ୍ୟାନ ଏବଂ ଆମାଜନ ପ୍ରାଇମ୍ ସିରିଜ୍ ବନ୍ଦିସ୍‌ ବ୍ୟାଣ୍ଡିଟସ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।

Comments are closed.