Latest Odisha News

୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବର୍ଷ ତଥା ୨୦୨୧ରେ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ଛୁଟି ତାଲିକାରୁ ଜଣାପଡ଼ିଛି ।

ମାସର ପ୍ରତ୍ୟେକ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିଥାଏ । ଏହା ବ୍ୟତୀତ ଜାତୀୟ ଛୁଟି ଦିବସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ନଜର ପକାନ୍ତୁ ଏହି ଛୁଟି ତାଲିକା ଉପରେ:
ଜାନୁଆରୀ ୧ : ନୂଆ ବର୍ଷ
ଜାନୁଆରୀ ୨ : ଶନିବାର
ଜାନୁଆରୀ ୯ : ଦ୍ୱିତୀୟ ଶନିବାର

ଜାନୁଆରୀ ୧୧ : ମିଶନାରୀ ଦିବସ
ଜାନୁଆରୀ ୧୪ : ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ
ଜାନୁଆରୀ ୧୫ : ଥିରୁଭାଲୁଭର୍ ଦିବସ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ଜାନୁଆରୀ ୨୩ : ଚତୁର୍ଥ ଶନିବାର
ଜାନୁଆରୀ ୨୬ : ଗଣତନ୍ତ୍ର ଦିବସ

ଫେବୃଆରୀ
ଫେବୃଆରୀ ୧୩ : ଦ୍ୱିତୀୟ ଶନିବାର
ଫେବୃଆରୀ ୧୬ : ବସନ୍ତ ପଞ୍ଚମୀ
ଫେବୃଆରୀ ୨୭ : ଚତୁର୍ଥ ଶନିବାର – ଗୁରୁ ରବିଦାସ ଜୟନ୍ତୀ ।

ମାର୍ଚ୍ଚ
ମାର୍ଚ୍ଚ ୧୧ : ମହାଶିବରାତ୍ରୀ
ମାର୍ଚ୍ଚ ୧୩ : ଦ୍ୱିତୀୟ ଶନିବାର
ମାର୍ଚ୍ଚ ୨୭ : ଚତୁର୍ଥ ଶନିବାର
ମାର୍ଚ୍ଚ ୨୯ : ହୋଲି

ଏପ୍ରିଲ୍
ଏପ୍ରିଲ୍ ୨ : ଗୁଡ୍ ଫ୍ରାଇଡ଼େ
ଏପ୍ରିଲ୍ ୮ : ବୁଦ୍ଧ ପୂର୍ଣ୍ଣିମା
ଏପ୍ରିଲ୍ ୧୦ : ଦ୍ୱିତୀୟ ଶନିବାର
ଏପ୍ରିଲ୍ ୧୪ : ବୈଶାଖୀ ଏବଂ ଡକ୍ଟର ବିଆର ଆମ୍ବେଦକର ଜୟନ୍ତୀ ।
ଏପ୍ରିଲ୍ ୨୧ : ରାମ ନବମୀ
ଏପ୍ରିଲ୍ ୨୪ : ଚତୁର୍ଥ ଶନିବାର
ଏପ୍ରିଲ୍ ୨୫ : ମହାବୀର ଜୟନ୍ତୀ

ମେ’
ମେ’ ୧ : ଶ୍ରମ ଦିବସ
ମେ’ ୮ : ଦ୍ୱିତୀୟ ଶନିବାର
ମେ’ ୧୨ : ଇଦୁଲଫିତର୍
ମେ’ ୨୨ : ଚତୁର୍ଥ ଶନିବାର

ଜୁନ୍
ଜୁନ୍ ୧୨ : ଦ୍ୱିତୀୟ ଶନିବାର
ଜୁନ୍ ୨୬ : ଚତୁର୍ଥ ଶନିବାର

ଜୁଲାଇ
ଜୁଲାଇ ୧୦ : ଦ୍ୱିତୀୟ ଶନିବାର
ଜୁଲାଇ ୨୦ : ବକ୍ରି ଇଦ୍ / ଇଦ୍-ଅଲ-
ଜୁଲାଇ ୨୪ : ଚତୁର୍ଥ ଶନିବାର

ଅଗଷ୍ଟ
ଅଗଷ୍ଟ ୧୦ : ମୋହରମ
ଅଗଷ୍ଟ ୧୪ : ଦ୍ୱିତୀୟ ଶନିବାର
ଅଗଷ୍ଟ ୧୫ : ସ୍ୱାଧୀନତା ଦିବସ
ଅଗଷ୍ଟ ୨୨ : ରାକ୍ଷୀପୂର୍ଣ୍ଣିମା
ଅଗଷ୍ଟ ୨୮ : ଚତୁର୍ଥ ଶନିବାର
ଅଗଷ୍ଟ ୩୦ : ଜନ୍ମାଷ୍ଟମୀ

ସେପ୍ଟେମ୍ବର

ସେପ୍ଟେମ୍ବର ୧୦ : ଗଣେଶ ଚତୁର୍ଥୀ
ସେପ୍ଟେମ୍ବର ୧୧ : ଦ୍ୱିତୀୟ ଶନିବାର
ସେପ୍ଟେମ୍ବର ୨୫ : ଚତୁର୍ଥ ଶନିବାର

ଅକ୍ଟୋବର
ଅକ୍ଟୋବର ୨: ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୯ : ଦ୍ୱିତୀୟ ଶନିବାର
ଅକ୍ଟୋବର ୧୩ : ମହା ଅଷ୍ଟମୀ
ଅକ୍ଟୋବର ୧୪ : ମହାନବମୀ
ଅକ୍ଟୋବର ୧୫ : ଦଶହରା
ଅକ୍ଟୋବର ୧୮ : ଇଦ୍-ଇ-ମିଲାନ୍
ଅକ୍ଟୋବର ୨୩ : ଚତୁର୍ଥ ଶନିବାର

ନଭେମ୍ବର

ନଭେମ୍ବର ୪ : ଦିୱାଲି
ନଭେମ୍ବର ୬ : ଭାଇଦୁ୍ୱଜ
ନଭେମ୍ବର ୧୩ : ଦ୍ୱିତୀୟ ଶନିବାର
ନଭେମ୍ବର ୧୫ : ଦୀପାବଳୀ
ନଭେମ୍ବର ୧୯ : ଗୁରୁ ନାନକ ଜୟନ୍ତୀ
ନଭେମ୍ବର ୨୭ : ଚତୁର୍ଥ ଶନିବାର

ଡିସେମ୍ବର
ଡିସେମ୍ବର ୧୧ : ଦ୍ୱିତୀୟ ଶନିବାର
ଡିସେମ୍ବର ୨୫ : ଚତୁର୍ଥ ଶନିବାର ଏବଂ ଖ୍ରୀଷ୍ଟମାସ

Comments are closed.