ନୂଆଦିଲ୍ଲୀ : ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହେଲେ ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି । ୨୧ ଦିନିଆ ତାଲିକାରେ ସାପ୍ତାହିକ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ସାମିଲ ରହିଛି ବୋଲି ଆରବିଆଇ ଛୁଟିଦିନ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।
BREAKING NEWS
- Pakistan-based terrorists:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ;ଗୁପ୍ତ ବାର୍ତ୍ତା ପଠାଇବା ପାଇଁ ଅଶ୍ଳୀଳ ଆପ୍ ଏବଂ ଏନକ୍ରିପ୍ଟେଡ୍ ଆପ୍…
- କ୍ୟାନସର ରୋଗୀଙ୍କ ପାଇଁ କିପରି ହେବ ଖାଦ୍ୟପେୟ? ଚିକିତ୍ସା ବେଳେ ସଠିକ୍ ଆହାର ଯୋଗାଇବ ସଞ୍ଜୀବନୀ
- ସମୁଦ୍ର ମଝିରେ ବଡ଼ ଦୁର୍ଘଟଣା: ଓଲଟି ପଡ଼ିଲା ଜାହାଜ: ୭ ମୃତ, ନିଖୋଜ ଅଛନ୍ତି ୨୩ରୁ ଅଧିକ ଯାତ୍ରୀ
- ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ମେଜର ରିଷଭଙ୍କ ଅଚାନକ ଅବସର ଘୋଷଣା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ
- ବର୍ଷକୁ ଦେଢ଼ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧ କୋଟି: PPF ଖାତାଧାରୀଙ୍କ ପାଇଁ ଜବରଦସ୍ତ ଟ୍ରିକ୍
- ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କ ଜୀବନ ସହ ଖେଳ! ସ୍କୁଲର ଅବସ୍ଥା ଦେଖି ସରକାରଙ୍କୁ ସିଜେପିର ଚେତାବନୀ
- ସାବଧାନ! ଏଣିକି ପ୍ୟାକେଟ୍ ଖାଦ୍ୟରେ ରହିବ ନାଲି ବିପଦ ଚିହ୍ନ: ଜାଣନ୍ତୁ FSSAIର ନୂଆ ନିୟମ
- ନେତ୍ୟାନ୍ୟାହୁଙ୍କ ପୁଅଙ୍କୁ ହତ୍ୟା ଧମକ : ଆମେରିକାରୁ ସ୍ଥାନାନ୍ତର
- Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା

Comments are closed.