Latest Odisha News

BREAKING NEWS

ବାରିପଦା ସହରର ହେବ ନବୀକରଣ; ନଗର ଉନ୍ନୟନ ମନ୍ତ୍ରୀଙ୍କ ବ୍ଲୁ ପ୍ରିଣ୍ଟ

ମୟୂରଭଞ୍ଜ: ବାରିପଦା ସହରର ହେବ ନବୀକରଣ। ନଗର ଉନ୍ନୟନ ମନ୍ତ୍ରୀଙ୍କ ବ୍ଲୁ ପ୍ରିଣ୍ଟ। ଏନେଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା ହୋଇଛି। ବାରିପଦାରେ ରିଙ୍ଗ୍‌ ରୋଡ ସହିତ ବୁଢ଼ାବଳଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ହେବ।

ସେହିପରି ସ୍ବରେଜ ସିଷ୍ଟମ ସହ ବିକଶିତ ହେବ ବାରିପଦା ସହର। ନୂଆ ସ୍ଥାନରେ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।

 

Comments are closed.