ନୂଆଦିଲ୍ଲୀ: ବିସିସିଆଇ ଏପ୍ରିଲ ୨୧ରେ ନୂତନ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ତାଲିକା ପ୍ରକାଶ କରିଛି। ଯେଉଁଥିରେ ମୋଟ ୩୪ ଜଣ ଖେଳାଳି ସାମିଲ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ବୁମରା ଚୁକ୍ତିନାମାର ଏ+ ଗ୍ରେଡରେ ରହିଛନ୍ତି।
ସେହିପରି ମୋଟ ୬ ଜଣ ଖେଳାଳିଙ୍କୁ ଏ ଗ୍ରେଡରେ ସାମିଲ କରାଯାଇଛି। ଏଥର ସି ବର୍ଗରେ ସର୍ବାଧିକ ୧୯ ଜଣ ଖେଳାଳିଙ୍କ ନାମ ରହିଛି ଯେଉଁଥିରୁ ୫ ଜଣ ଖେଳାଳି ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଡେବ୍ୟୁ କରୁଛନ୍ତି। ଏହି ୫ ଜଣ ଖେଳାଳି ପ୍ରଥମ ଥର ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପାଇଛନ୍ତି।
Comments are closed.