Latest Odisha News

BREAKING NEWS

କାଁ ଭାଁ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏହି ସବୁ ଜିଲ୍ଲା ଗୁିଡିକ ହେଉଛି କଟକ ,ଖୋର୍ଦ୍ଧା .ଭୁବନେଶ୍ୱର,ନୟାଗଡ଼,ପୁରୀ ବୌଦ୍ଧ ଏବଂ କଳାହାଣ୍ଡି ।

ଆଗାମୀ ଦୁଇ ତିନି ଘଣ୍ଟା ମଧ୍ୟରେ ଏହି ସବୁ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହିସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରାଯାଇଛି। ଅନ୍ୟପଟେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

 

 

 

 

Comments are closed.