Latest Odisha News

BREAKING NEWS

‘ଭାରତ ବନ୍ଦ’: ଜାଣନ୍ତୁ, କେଉଁସବୁ ଟ୍ରେନ ଚଳାଚଳ ହେଲା ବାତିଲ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିବା ସହ ବାତିଲ ମଧ୍ୟ ହୋଇଛି ।

ଜାଣନ୍ତୁ, କେଉଁସବୁ ଟ୍ରେନ୍ ଚଳାଚଳ (୦୮.୦୧.୨୦) ବାତିଲ ହୋଇଛି ।

  1. ୬୮୪୩୮/୬୮୪୩୭ କଟକ-ଭଦ୍ରକ-କଟକ ପାସେଞ୍ଜର
  2. ୬୮୪୧୧/୬୮୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର
  3. ୫୮୪୦୬/୫୮୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର
Leave A Reply

Your email address will not be published.