Latest Odisha News

BREAKING NEWS

Browsing Tag

bharat bandh

ଭାରତ ବନ୍ଦର ଦ୍ୱିତୀୟ ଦିନ: ବ୍ୟାଙ୍କିଂ ଓ ପରିବହନ ସେବା ପ୍ରଭାବିତ

ଭୁବନେଶ୍ୱର: ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଧର୍ମଘଟ ବନ୍ଦର ରୂପ ନେଇଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରି ରାସ୍ତାରୋକ…

ଶ୍ରମିକ ସଂଗଠନର ଧର୍ମଘଟରେ ସାମିଲ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ

ଭୁବନେଶ୍ୱର: ଟ୍ରେଡ୍ ୟୁନିଅନର ଧର୍ମଘଟରେ ସାମିଲ୍ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ । ଏନେଇ ସୂଚନା ଦେଇଛି ପେଟ୍ରୋଲିୟମ୍ ମହାସଂଘ । ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ।  ଦ୍ୱିତୀୟାର୍ଦ୍ଧରେ ଖୋଲା ରହିବ ପେଟ୍ରୋଲ୍ ପମ୍ପ । ରାଜ୍ୟର ଅନ୍ୟ ସବୁ…

ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ବନ୍ଦ ପାଳନ କରୁଛନ୍ତି । ୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଭୁବନେଶ୍ୱର…

ସିଙ୍ଘୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷକ ମୋର୍ଚ୍ଚାର ଭରତ ବନ୍ଦ ସମୟରେ ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୋଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ପୋଷ୍ଟ ମର୍ଟମ ପରେ ହିଁ ଚାଷୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି…

ଭାରତ ବନ୍ଦ: ବାଲେଶ୍ୱରରେ ଜୀବନଯାତ୍ରା ପ୍ରଭାବିତ

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ…

ସୁବର୍ଣ୍ଣପୁର ଜିଲ୍ଲାରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ

ସୋନପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ସହ ଅନ୍ୟ ୭ ଦଫା ଦାବିରେ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ ବଜାର,…

ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ: ସାଧାରଣ ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାରେ ଦେଖିବାକୁ ମିଳିଛି ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ଆନ୍ଦୋଳନକାରୀ ପିକେଟିଂ କରି, ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ କର୍ମକର୍ତ୍ତା । କଂଗ୍ରେସ, ବାମଦଳର ନେତା…

କୃଷକ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛି କୃଷକ ସଂଗଠନ । ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦ…

ଭାରତ ବନ୍ଦ: ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ…

ଭାରତ ବନ୍ଦ ପାଇଁ କଡ଼ା ସୁରକ୍ଷା, ଘୁଞ୍ଚିଲା ବାଣୀବିହାର ପରୀକ୍ଷା

ଭୁବନେଶ୍ବର : ଆସନ୍ତାକାଲି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ଭାରତ ବନ୍ଦ ଡାକରାକୁ ନେଇ ଲୋକସେବା ଭବନ ଓ ଖାରବେଳ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ ।…