Latest Odisha News

BREAKING NEWS

ଇଦ୍ ଅବସରରେ ପରଦାକୁ ଆସିଲା ସଲମାନଙ୍କ ଅଭିନୀତ ‘ଭାରତ’

ନୂଆଦିଲ୍ଲୀ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଇଦ ଅବସରରେ ରିଲିଜ ହୋଇଛି ।

ଅଲ୍ଲୀ ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି ।

ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍, ଦିଶା ପଟାନୀ, ସୁନୀଲ ଗ୍ରୋବର ଓ ଜ୍ୟାକି ଶ୍ରଫଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।

ପୂର୍ବରୁ ରିଲିଜ ହୋଇଥିବା ଏହି ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିପାରିଥିବା ବେଳେ ଫିଲ୍ମଟି ଦକ୍ଷିଣ କୋରିଆ ଫିଲ୍ମର ହିନ୍ଦୀ ରିମେକ୍ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.