କେନ୍ଦ୍ରାପଡା: ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଶନିବାର ଠାରୁ ଆସନ୍ତା ତିନି ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।

ଏହି କଟକଣା ସାଧାରଣତଃ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ହେବ। ପ୍ରଜନନ ସମୟରେ ଏମାନେ ଅଧିକ ହିଂସ୍ର ହୋଇପଡୁଥିବାରୁ ଆକ୍ରମଣ ଆଶଙ୍କା ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।
Comments are closed.