ଭୋପାଲ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । କମଲନାଥ ସରକାରଙ୍କୁ ବଂଚାଇ ଦେଲା କରୋନା । ମାହାମାରୀ କରୋନା ପାଇଁ ମଧ୍ୟପ୍ରଦେଶ ବିଧାନସଭାକୁ ବାଚସ୍ପତି ଆସନ୍ତା ୨୬ ଯାଏଁ ସ୍ଥଗିତ କରିଛନ୍ତି ।
ସୂଚନା ମୁତାବକ ଆଜି କମଲନାଥ ସରକାର ବହୁମତ ସାବ୍ୟସ୍ତ କରିଥାନ୍ତେ । ହେଲେ ସାରା ଦେଶରେ କରୋନା ସ୍ଥିତି ସାଂଘାତିକ ଥିବାରୁ ବିଧାନସଭାକୁ ସ୍ଥଗିତ କରିଦେଇଛନ୍ତି ବାଚସ୍ପତି । ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଫ୍ଲୋର ଟେଷ୍ଟ ମଧ୍ୟ ସ୍ଥଗିତ ହୋଇଯାଇଛି । ତେଣୁ କମଲନାଥ ସରକାର ଏବେ ଆଉ ବହୁମତ ସାବ୍ୟସ୍ତ କରିବାର ପ୍ରଶ୍ନ ଉଠୁନାହିଁ ।
BREAKING NEWS
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
Comments are closed.