ପାଟନା: ବିହାରରେ ନୂତନ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଓ ବିଜେପିର ସୁଶୀଲ କୁମାର ମୋଦି ମୁହାଁମୁହିଁ ହୋଇଛନ୍ତି । ନିକଟରେ ସୁଶୀଲ କହିଥିଲେ ଆଉ ଅଳ୍ପ ଦିନ ମଧ୍ୟରେ ନୀତିଶ ସରକାର ଭାଙ୍ଗିଯିବ । କାରଣ ଲାଲୁ ପ୍ରସାଦ ଯେବେ ଚାହିଁବେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ । ସେହିପରି କଂଗ୍ରେସ ଏକ ବୁଡି ଯାଉଥିବା ଜାହାଜ, ନୀତିଶ ଗୋଟିଏ ଗୋଡ ବୁଡା ଜାହଜରେ ଓ ଅନ୍ୟ ଗୋଡକୁ ଏପରି ସ୍ଥାନରେ ରଖିଛନ୍ତି ଯାହା ତାଙ୍କ ଡଙ୍ଗାକୁ ସହଜରେ ବୁଡାଇ ଦେଇପାରିବ । ଏହାର ଜବାବରେ ନୀତିଶ କହିଛନ୍ତି ମୋଦିଙ୍କୁ କୁହନ୍ତୁ ସରକାର ଭାଙ୍ଗି ଦେବେ । ଜେଡିୟୁ ଓ ବିଜେପି ସରକାର କରିଥିବା ବେଳେ ତାଙ୍କୁ କୌଣସି ପଦ ଦିଆଯାଇ ନ ଥିଲା । ଏବେ କେନ୍ଦ୍ର ସରକାର ଓ ବିଜେପିକୁ ମନେଇବା ପାଇଁ ସେ ଏ ଭଳି ମନ୍ତବ୍ୟ ଦେଇ ଚାଲନ୍ତୁ ।
BREAKING NEWS
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
Comments are closed.