ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି ଓମିକ୍ରନ କଥା କହିବେ ତେବେ ରାଜ୍ୟରେ ଓମିକ୍ରନ ଅଧିକ ସଂକ୍ରାମକ ହୋଇନାହିଁ । ଅନ୍ୟ ରାଜ୍ୟରେ ମଧ୍ୟ ଓମିକ୍ରନ ଉପସ୍ଥିତି କମିବାରେ ଲାଗିଛି ।ମୋଟାମୋଟି କହିବାକୁ ଗଲେ ଆମ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।ତଥାପି ସମସ୍ତେ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
BREAKING NEWS
- Buildings collapse: ଭୁଷୁଡ଼ି ପଡିଲା ୨ଟି କୋଠା; ଚାଲିଗଲା ୨୨ ଜୀବନ,ଅନେକ ଆହତ
- ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…
- RBIରେ ଇଣ୍ଟର୍ନସିପ୍ର ବଡ଼ ସୁଯୋଗ, ମାସକୁ ମିଳିବ ଏତେ ଟଙ୍କା
- ବେଆଇନ କଫ୍ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ
- ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- Whatsappରେ ଯଦି ଏହି ଭୁଲ କରୁଛନ୍ତି ସିଧା ହୋଇଯିବ ଜେଲ୍, ଜାଣନ୍ତୁ ନିୟମ…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ, ତନଭି,ଅଦିତି
- ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
- କିଟକୁ ମିଳିଲା ସିଆଇଆଇ ପୁରସ୍କାର…
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
Comments are closed.