Latest Odisha News

BREAKING NEWS

କାମ ଦେଲାନି ଷ୍ଟାର ଚେହେରା, ସାଲେପୁରରେ ଅରିନ୍ଦମଙ୍କୁ ହରାଇ ପ୍ରଶାନ୍ତ ବିଜୟୀ

କଟକ: ସାଲେପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜିତ କରି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି ।

ଭୋଟ୍ ଗଣତି ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ । ହେଲେ ଶେଷରେ ଅରିନ୍ଦମଙ୍କୁ ପରାଜୟର ସମ୍ମୁଖୀନ କରିବାକୁ ପଡିଛି । ପ୍ରଶାନ୍ତ ବାଜିମାତ୍ କରିଛନ୍ତି ।

Comments are closed.