ଭୁବନେଶ୍ୱର: ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରମୋଦ କୁମାର ରଥ ରେଢାଖୋଲ ନିର୍ବାଚଳନ ମଣ୍ଡଳୀର ଆବାହକ ତଥା ସିଦ୍ଧାର୍ଥ ସାହୁ ସହ-ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି ।
ନିର୍ବାଚନ ପ୍ରଚାର ଲାଗି ନବୀନ ୪ ଜଣ ସାଧାରଣ ସମ୍ପାଦକ, ୬ ଜଣ ସମ୍ପାଦକ ଏବଂ ଜଣଙ୍କୁ ଜିଲ୍ଲା ସଭାପତି ରୂପେ ନିଯୁକ୍ତ କରିଛନ୍ତି ।
ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ମନୋଜ ସାହୁ, ନୟାଗଡ଼ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିଶିର କୁମାର ସାହୁ ଓ ସୁନ୍ଦରଗଡ଼ ଜିଲ୍ଲାର ସୁଶ୍ରୀ ଉପାସୀ ଓରାମଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସଭାପତି ।
Comments are closed.