Latest Odisha News

BREAKING NEWS

ଜାଣନ୍ତୁ କେଉଁ ଆସନରୁ କିଏ: ବିଜେଡ଼ିର ୯ଟି ଲୋକସଭା ଓ ୫୪ଟି ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନରୁ ନିର୍ବାଚନ ଲଢିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିଖା ଘୋଷଣା କରିଛନ୍ତି । ସୋମବାର ଦିନ ନବୀନ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୯ଟି ଏବଂ ୧୪୭ଟି ବିଧାନସଭା ମଧ୍ୟରୁ ୫୪ଟି ଆସନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ସୋମବାର ଦିନ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ପ୍ରଥମ ପର୍ଯ୍ୟାୟ ଘୋଷିତ ୯ଟି ଆସନରୁ ୮ଟିରେ ନୂତନ ପ୍ରାର୍ଥୀ ଦିଆଯାଇଛି । ଏଥି ମଧ୍ୟରେ ୩ ମହିଳା ପ୍ରାର୍ଥୀ ରହିଛନ୍ତି ।  ରାଜ୍ୟସଭା ସଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ।

୯ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା- ପ୍ରସନ୍ନ ଆଚାର୍ଯ୍ୟ  (ବରଗଡ), କୌଶଲ୍ୟା ହିକକା (କୋରାପୁଟ), ଚନ୍ଦ୍ରଶେଖର ସାହୁ (ବ୍ରହ୍ମପୁର), ରମେଶ ଚନ୍ଦ୍ର ମାଝି (ନବରଙ୍ଗପୁର), ଅଚ୍ୟୁତ ସାମନ୍ତ (କନ୍ଧମାଳ), ପୁଷ୍ପେନ୍ଦ୍ର ସିଂହଦେଓ (କଳାହାଣ୍ଡି), ପ୍ରମିଳା ବିଷୋଇ (ଆସ୍କା), ସୁନୀତା ବିଶ୍ୱାଳ (ସୁନ୍ଦରଗଡ) ଏବଂ କଳିକେଶ ନାରାୟଣ ସିଂହଦେଓ (ବଲାଙ୍ଗୀର) ପ୍ରମୁଖ ।ଏହି ଘୋଷିତ ହୋଇଥିବା ୯ଟି ଲୋକସଭା ଆସନ ମଧ୍ୟରୁ ପ୍ରାୟ ୮ଟି ଆସନରେ ନୂତନ ପ୍ରାର୍ଥୀ ଘୋଷଣା ହୋଇଛନ୍ତି ।

କେଉଁ ଆସନରୁ କିଏ: ୯ଟି ଲୋକସଭା ଓ ୫୪ଟି ବିଧାନସଭା ପ୍ରାର୍ଥୀ ତାଲିକା

କୋରାପୁଟ ଲୋକସଭା: କୌଶଲ୍ୟା ହିକ୍‌କା

ବିଷମକଟକ: ଜଗନ୍ନାଥ ସାରକା

ଗୁଣୁପୁର: ରଘୁନାଥ ଗମାଙ୍ଗୋ

ରାୟଗଡ଼ା: ଲାଲବିହାରି ହିମିରିକା

କୋରାପୁଟ: ରଘୁରାମ ପାଡ଼ଲ

ଲକ୍ଷ୍ମୀପୁର: ପ୍ରଭୁ ଜାନୀ

ଜୟପୁର: ରବି ନାରାୟଣ ନନ୍ଦ

ନବରଙ୍ଗପୁର ଲୋକସଭା: ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର: ଶ୍ରୀ ସଦାଶିବ ପ୍ରଧାନୀ

ଉମରକୋଟ: ସୁବାଷ ଗଣ୍ଡ

ଡାବୁଗାଁ: ମନୋହର ରାନ୍ଧାରୀ

କୋଟପାଡ଼: ପଦ୍ମିନୀ ଡିଆଁ

ଚିତ୍ରକୋଣ୍ଡା: ପୂର୍ଣ୍ଣଚନ୍ଦ୍ର ସାକା

କଳାହାଣ୍ଡି ଲୋକସଭା: ପୁଷ୍ପେନ୍ଦ୍ର ସିଂହଦେଓ

ଭବାନୀପାଟଣା: ଦଷ୍ମନ୍ତ ନାୟକ

ନର୍ଲା: ଭୁପିନ୍ଦର ସିଂହ

ଜୁନାଗଡ଼: ଦିବ୍ୟଶଙ୍କର ମିଶ୍ର

ଧର୍ମଗଡ଼: ମୌହୋଷଦୀ ବାଗ

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ

ଖଡ଼ିଆଳ: ଲମ୍ବୋଦର ନିଆଳ

ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର: ବିକ୍ରମ ପଣ୍ଡା

ଗୋପାଳପୁର: ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ଚିକିଟି: ଉଷା ଦେବୀ

ଛତ୍ରପୁର: ସୁବାଷ ଚନ୍ଦ୍ର ବେହେରା

ପାରଳାଖେମୁଣ୍ଡି: କଲ୍ୟାଣୀ ଗଜପତି

ମୋହନା: ପୂର୍ଣ୍ଣବାସୀ ନାୟକ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆସ୍କା ଲୋକସଭା: ପ୍ରମିଳା ବିଶୋୟୀ

ଆସ୍କା: ମଞ୍ଜୁଳା ସ୍ୱାଇଁ

ସୋରଡ଼ା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ସାନଖେମୁଣ୍ଡି: ନନ୍ଦିନୀ ଦେବୀ

ହିଞ୍ଜିଳି: ନବୀନ ପଟ୍ଟନାୟକ

ପୋଲସରା: ଶ୍ରୀକାନ୍ତ ସାହୁ

କବିସୂର‌୍ୟ୍ୟନଗର: ଲତିକା ପ୍ରଧାନ

ଖଲ୍ଲିକୋଟ: କେ କେ ସୂର୍ଯ୍ୟମଣୀ ବୈଦ୍ୟ

କନ୍ଧମାଳ ଲୋକସଭା: ଅଚ୍ୟୁତ ସାମନ୍ତ

ବାଲିଗୁଡ଼ା: ଚକ୍ରଧର କହଁର

ଜି.ଉଦୟଗିରି: ସାଲୁକା ପ୍ରଧାନ

ବୌଦ୍ଧ: ପ୍ରଦୀପ ଅମାତ

କଣ୍ଟାମାଳ: ମହୀଧର ରଣା

ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ

ଦଶପଲ୍ଲା: ରମେଶ ବେହେରା

ବଲାଙ୍ଗୀର ଲୋକସଭା: କଳିକେଶ ନାରାୟଣ ସିଂହଦେଓ

ଟିଟିଲାଗଡ଼: ଟୁକୁନି ସାହୁ

ପାଟଣାଗଡ଼: ସରୋଜ ମେହେର

ସୋନପୁର: ନିରଞ୍ଜନ ପୂଜାରୀ

କଣ୍ଟାବାଞ୍ଜି: ଅଜୟ ଦାସ

ବୀରମହାରାଜପୁର: ପଦ୍ମନାଭ ବେହେରା

ବରଗଡ଼ ଲୋକସଭା: ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼: ଦେବେସ ଆଚାର୍ଯ୍ୟ

ଅତାବିରା: ସ୍ନେହାଙ୍ଗିନୀ ଛୁରିଆ

ଭଟଲୀ: ସୁଶାନ୍ତ ସିଂହ

ପଦ୍ମପୁର: ବିଜୟ ରଞ୍ଜନ ସିଂହ ବରିହା

ବିଜେପୁର: ନବୀନ ପଟ୍ଟନାୟକ

ଝାରସୁଗଡ଼ା: ନବକିଶୋର ଦାସ

ସୁନ୍ଦରଗଡ଼ ଲୋକସଭା: ସୁନୀତା ବିଶ୍ୱାଳ

ସୁନ୍ଦରଗଡ଼: ଯୋଗଶ ସିଂହ

ରାଜଗାଙ୍ଗପୁର: ମଙ୍ଗଳା କିଷାନ

ତଳସରା: ଷ୍ଟିପେନ୍‌ ସୋରେନ୍‌

ରାଉରକେଲା: ସାରଦା ନାଏକ

ରଘୁନାଥପଲ୍ଲୀ: ସୁବ୍ରତ ତରାଣ

ବଣାଇ: ରଞ୍ଜିତ କିଷାନ

Leave A Reply

Your email address will not be published.