ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ସାଙ୍ଗଠନିକ ପ୍ରସଙ୍ଗରେ ଚାଲିଛି ମାନସମନ୍ଥନ ।
ବରିଷ୍ଠ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଅଛନ୍ତି । ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବ ବିଜେଡି । ବରିଷ୍ଠ ପର୍ଯ୍ୟବେକ୍ଷକ ନୂଆ ଟିମ ଗଠନ ପରେ ଏହା ପ୍ରଥମ ବୈଠକ।
୨୦୨୪ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ କିପରି ଚଳଚଞ୍ଚଳ କରାଯାଇ ଲୋକଙ୍କ ପାଖରେ ପହଁଚିହେବ ସେଥିପାଇଁ ଖସଡା ପ୍ରସ୍ତୁତ କରୁଛି ବିଜେଡି ।
Comments are closed.