ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମିଶ୍ର ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିଥିବା ପ୍ରସଙ୍ଗକୁ ନେଇ ଦେଇଥିବା ମନ୍ତବ୍ୟର ଜବାବ ଦେଇଛି ବିଜେଡି । ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜୟ ମହାପାତ୍ରଙ୍କ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ ।
ସେ କହିଛନ୍ତି ଯେ, ୟେସ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରୁଥିବା ବେଳେ ବଜେପି ଶାସିତ କେନ୍ଦ୍ର ଅଧିନରେ ରହିଛି ରିଜର୍ଭ ବ୍ୟାଙ୍କ । ଉଭୟ ଭାରତୀୟ ରଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି ଯେ, ୟେସ୍ ବ୍ୟାଙ୍କରେ ଥିବା ସମସ୍ତ ଅର୍ଥ ସୁରକ୍ଷିତ ଅଛି । ତେବେ ୟେସ୍ ବ୍ୟାଙ୍କରେ ଥିବା ଟଙ୍କା ଅସୁରକ୍ଷିତ ଅଛି ବୋଲି ବିଜେପି କିଭଳି କହୁଛି ବୋଲି ବିଜେଡି ପ୍ରଶ୍ନ କରିଛି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କେନ୍ଦ୍ର ବିଜେପି କିମ୍ବା ରାଜ୍ୟ ବିଜେପି କିଏ ଜଣେ ମିଛ କହୁଛି । ତେଣୁ ଏଭଳି ବିବୃତ୍ତି ରଖିବା ପୂର୍ବରୁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ବିଜେପି ସହ ଯୋଗାଯୋଗ କରି ନେବା ଉଚିତ ବୋଲି ବିଜୟ ସିଂହ ପରାମର୍ଶ ଦେଇଛନ୍ତି ।
BREAKING NEWS
- ଗତ ସିଜନରେ ଥିଲା ଚାହିଦା ଏଥର ଅଲୋଡା
- ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ: ଶୀର୍ଷରେ ବୁମରାହ
- ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ସ୍ବାମୀ ନେଲେ ମଜା
- ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!
- ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା
- ହାଇଦ୍ରାବାଦର ନଗ୍ନ ଚିତ୍ର: ଲାଗେ ଝିଅ ବଜାର, ବିବାହ ବିଚ୍ଛେଦ ସାଙ୍ଗକୁ ନୋଟ୍ ବିଡା
- ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର: ଅଭିନେତ୍ରୀଙ୍କୁ ଜବାବ ତଲବ
- ନୀଳ ଜିଭ ଥିବା ଝିଟିପିଟି ଚାଲାଣ ଅଭିଯୋଗରେ ବିମାନବନ୍ଦରରୁ ୨ ଗିରଫ
- ହାସିନାଙ୍କ ଭଳି ଭାରତରେ ଶରଣ ନେଇ ପାରିବେ କି ଯେକୌଣସି ଦେଶର ନେତା?
Comments are closed.