Latest Odisha News

BREAKING NEWS

ପାଟକୁରା ଭୋଟଗଣତି: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗଣତି ଜାରି ରହିଥିବା ବେଳେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପାଖାପାଖି ୧୪,୯୫୮ ଭୋଟରେ ଆଗୁଆ ରହିଛି ।

ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା ।

ତେବେ ଆଜି ଆଜି ଭୋଟ୍ ଗଣତିର ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୫୮୯୧୯ ଖଣ୍ଡ ଭୋଟ ପଡିଥିବାବେଳେ ବିଜେପିର ୪୩୯୬୧ ଏବଂ କଂଗ୍ରେସ ୧୫୩୯ ଖଣ୍ଡ ଭୋଟ୍ ହାତେଇପାରିଛି ।

Leave A Reply

Your email address will not be published.