ଭୁବନେଶ୍ୱର : ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧିକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜୁ ଜନତା ଦଳ ବିଜୁ ଛାତ୍ର ଜନତା ଏବଂ ବିଜୁ ମହିଳା ଜନତା ଦଳ ତରଫରୁ ଆସନ୍ତା କାଲିଠାରୁ ୩ ଦିନ ଧରି ଓଡିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବ ବିଜେଡି । କଟକ ,ସମ୍ବଲପୁର ,ବ୍ରହ୍ମପୁର ଆରଡିସି ଜୋନରେ ଥିବା ସମସ୍ତ ବ୍ଲକରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି । ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । କେନ୍ଦ୍ର ସରକାର ଦର ନକମାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
BREAKING NEWS
- ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ
- ସାରଣ୍ଡା ଜଙ୍ଗଲରେ ଲାଣ୍ଡ ମାଇନ ବିସ୍ଫୋରଣ, ଜଣେ ସିଆରପିଏଫ ଯବାନ ଆହତ
- ଜଣେ ସୈନିକ ପାଇଁ ହଜାରେ କୋଟିର ବିମାନ ଉଡ଼ାଇଲା ଆମେରିକା !
- ମଙ୍ଗଳବାର ସୁଦ୍ଧା ଏହା କର ନଚେତ୍ ପୂରା ଇରାନକୁ ଉଡ଼ାଇ ଦେବୁ !
- ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର
- ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ: ୪୫ ଦିନିଆ ଅସ୍ତ୍ରବିରତି ଉପରେ ଚାଲିଛି ଆଲୋଚନା
- ଆସନ୍ତା ୧୦ ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ସେପଟେ, କାଳବୈଶାଖୀରେ ତାଣ୍ଡବରେ ୨ ମୃତ
- Road Accident: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଚାଲିଗଲା ୩ ଜୀବନ
- ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ
- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍
Comments are closed.