Latest Odisha News

BREAKING NEWS

ବିଜେଡ଼ି ଜିତିଲା ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଉପ ନିର୍ବାଚନ

ବ୍ରହ୍ମପୁର/କୋରାପୁଟ: ଗଞ୍ଜାମ ଓ କୋରାପୁଟ ଜଲ୍ଲା ପରିଷଦ ଉପ ନିର୍ବାଚନରେ ମଙ୍ଗଳବାର ଦିନ ଦୁଇ ବିଜେଡ଼ି ପ୍ରାର୍ଥୀ ସୋନମ ପଲେଇ ଏବଂ ତୁଳସୀ କିର୍ସାନୀ ନିନ୍ଦ୍ୱନ୍ଦ୍ୱରେ ଜିତି ଅଧ୍ୟକ୍ଷା ପଦବୀ ହାସଲ କରିପାରିଛନ୍ତି ।

କେବଳ ଜଣେ ମାତ୍ର ପ୍ରତିନ୍ଦ୍ୱନ୍ଦ୍ୱୀ ଭାବେ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ସୋନମ ପଲେଇ ନିନ୍ଦ୍ୱନ୍ଦ୍ୱରେ ବିଜୟ ହାସଲ କରିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଥିବା ସୁବାଷ ବେହେରା ନିକଟରେ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ଏଠାରେ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା ।

Leave A Reply

Your email address will not be published.