Latest Odisha News

ପ୍ରକାଶ ପାଇଲା ବିଜେପି ଜିଲ୍ଲା ପ୍ରଭାରୀ ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେପି ଜିଲ୍ଲା ପ୍ରଭାରୀ ତାଲିକା । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ ସାଙ୍ଗଠନକି ଜିଲ୍ଲାର ପ୍ରଭାରୀ ନଯୁକ୍ତି କରାଯାଇଛି ।

ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ମହାପାତ, ବରଗଡ଼- ନାଉରୀ ନାଏକ, ବାରିପଦା- ବିଷ୍ଣୁ ସେଠୀ ,ବଲାଙ୍ଗୀର- ସୁରେଶ୍ୱର ଶତପଥୀ, ଭଦ୍ରକ-କାଳନ୍ଦୀ ସାମଲ, ଭୁବନେଶ୍ୱର-ଭୁବନ ମୋହନ ଜେନା, ବୌଦ୍ଧ-ରାମଚନ୍ଦ୍ର ମେହେର, ବଣାଇ-ବଟ୍ଟ କିଶୋର ମିଶ୍ର, କଟକ ସହର- ପୃଥ୍ୱୀରାଜ ହରିଚନ୍ଦନ, କଟକ ସଦର- ଅମର ନାଏକ, ଦେଓଗଡ଼- ଧୀରେନ ସେନାପତି, ଢ଼େଙ୍କାନାଳ-ପ୍ରଭାତୀ ପରିଡ଼ା ନିଯୁକ୍ତ ହୋଇଛନ୍ତ।

ଗଜପତି- ସରୋଜ ସାବତ, ଘୁମୁସର(ଗଞ୍ଜାମ)- ସୁରଥ ବିଶ୍ୱାଳ, ଯାଜପୁର- ସାରଦା ପ୍ରସାଦ ଶତପଥି, ଜଗତସିଂହପୁର- ସାରଦା ପ୍ରଧାନ, ଝାରସୁଗୁଡ଼ା-ଶଙ୍କର ଓରାମ, କଳାହାଣ୍ଡି- ରମେଶ ସାହୁ, କନ୍ଧମାଳ-ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା- ଯତୀନ ମହାନ୍ତି, କେନ୍ଦୁଝର- ନବୀନ ରାମ, କୋରାପୁଟ- ବଳଭଦ୍ର ମାଝୀ, ଖୋର୍ଦ୍ଧା-ଭୃଗୁ ବକ୍ସିପାତ୍ର, ମାଲକାନଗିରି-କାଳୀରାମ ମାଝୀ, ନୟାଗଡ଼-ନିରଞ୍ଜନ ମିଶ୍ର, ନବରଙ୍ଗପୁର-ମୁକେଶ ମହାଲିଙ୍ଗ, ନୂଆପଡ଼ା-ଆର୍ତତ୍ରାଣ ମହାପାତ୍ର, ପାନପୋଷ-ରବି ନାରାୟଣ ନାଏକ, ପୁରୀ-ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର-ମୋହନ ମାଝୀ, ରାୟଗଡ଼ା- ଗୋବିନ୍ଦ ଜୈନ, ସମ୍ବଲପୁର- ଟଙ୍କଧର ତ୍ରିପାଠୀ,ସୁନ୍ଦରଗଡ଼- ମୁରଲି କ୍ରିଷ୍ଣା, ସୁବର୍ଣ୍ଣପୁର- ଭବେନ୍ଦ୍ର ପଣ୍ଡା ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.