Latest Odisha News

BREAKING NEWS

Browsing Tag

Bjp

ଜେନ୍-ଜିଙ୍କୁ ଆକୃଷ୍ଟ କରିବାକୁ ବିଜେପିର ଇନଷ୍ଟାଗ୍ରାମ୍ ଜାଲ୍

ଭୁବନେଶ୍ୱର: ଯୁବପିଢ଼ି ବା (ଜେନ୍-ଜି)ଙ୍କୁ ଦଳ ସହ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ନିଜର ସୋସିଆଲ୍ ମିଡିଆ ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ପାରମ୍ପରିକ ରାଜନୈତିକ ଭାଷଣ ବଦଳରେ ଦଳ ଏବେ ଇନଷ୍ଟାଗ୍ରାମ୍ ମିମ୍ସ, ପପ୍-କଲଚର ଏବଂ କାର୍ଟୁନ୍ ଚରିତ୍ରର ସାହାରା ନେଉଛି। ଦଳର ନୂଆ…

ମହାରାଷ୍ଟ୍ର ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ଘୋଷଣା… 

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବାକୁ ଥିବା ବେଳେ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହା, ରାଜନାଥ ସିଂ,…

ବ୍ରିଜ ଭୂଷଣଙ୍କୁ ହଟାଇବା ପାଇଁ ବବିତା ଫୋଗଟ କରିଥିଲେ ଷଡଯନ୍ତ୍ର: ସାକ୍ଷୀ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ପୂର୍ବତନ କ୍ରୀଡାବିତ୍ ତଥା ଭାରତୀୟ ଜନତା ପାର୍ଟି ନେତା ବବିତା ଫୋଗଟଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର କୁସ୍ତି ଖେଳାଳିଙ୍କୁ ନେଇ ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି…

ହରିୟାଣା ନିର୍ବାଚନ: ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ୍ ? 

ଚଣ୍ଡିଗଡ: ଜମ୍ମୁ ଓ କାଶ୍ମୀରରେ ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ସାବ୍ୟସ୍ତ କରିଛନ୍ତି ମତାଧିକାର। ସରିଛି ଭୋଟ୍ ଗ୍ରହଣ । ଆସନ୍ତା ୮ରେ ଗଣତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ହରିୟାଣା ବିଧାନସଭା…

ଜମ୍ମୁ-କାଶ୍ମୀର ନିର୍ବାଚନ: ବିଜେପି ପକ୍ଷରୁ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଶ୍ରୀନଗର: ଜମ୍ମୁ କାଶ୍ମୀରର ନିର୍ବାଚନ ପାଇଁ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୃତୀୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ଜଣଙ୍କ ନାମ ଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ…

କାହିଁକି ହରିୟାଣା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଚାହୁଁଛି ବିଜେପି

ହରିୟାଣା: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି। ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବାଦୋଲି ଚିଠିରେ ଲେଖିଛନ୍ତି ଯେ ୨୮ ଓ ୨୯ ସେପ୍ଟେମ୍ବର ଶନିବାର ଏବଂ ରବିବାର ପଡୁଛି। ଅକ୍ଟୋବର ୧ରେ ମତଦାନ ହେବ।…

ପୁଣି ବିଗିଡିଲା ଆଡଭାନୀଙ୍କ ସ୍ବାସ୍ଥ୍ଯବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ମଙ୍ଗଳ ବାର ଦିନ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ନେଇ ସୂତ୍ରରୁ ପ୍ରକାଶ। ୯୬ ବର୍ଷୀୟ ଏହି ନେତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଅନୁଷ୍ଠାନ 

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ…

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ…

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ନେତାଙ୍କୁ ମିଳିଲା ଗୁରୁମନ୍ତ୍ର

ନୂଆଦିଲ୍ଲୀ:ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ରବିବାର ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ…