Latest Odisha News

BREAKING NEWS

ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର:ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ବିଜୟ ହେବା ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ । ଓଡିଶାରେ ଡବଲ ଇଞ୍ଜିନ୍ ସରକାର କଲେ । ମୁଁ ସବୁବେଳେ ନିଷ୍ଠାର ସହ ଲୋକଙ୍କ ପାଇଁ କାମ କରିଥିଲି, ଆଗକୁ ମଧ୍ୟ କରିବି ।

Comments are closed.