ବ୍ରଜରାଜନଗରରେ ବିଜେପିର ବଡ ବିଜୟ, ହାରିଲେ ଅଳକା ଜିତିଲେ ସୁରେଶ ଓଡିଶାମୁଖ୍ୟ ଖବରରାଜନୀତି By ଓଡ଼ିଶା ସମ୍ବାଦ ବ୍ୟୁରୋ On Jun 4, 2024 Share ବ୍ରଜରାଜନଗର: ବ୍ରଜରାଜନଗରରେ ବିଜେପିର ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ । ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି ସୁରେଶ । ସେ ୭୧,୭୯୭ ଭୋଟରେ ବିଜୟୀ ହୋଇ ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି । Share
Comments are closed.