ମୟୁରଭଞ୍ଜ : ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା । ବଜ୍ରକାପ୍ତା ଡିଲ୍ ବେଳେ ଧରାପଡିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତାମାନର ବିଜେପି ନେତା ଦିଲ୍ଲୀର ନାୟକ ।ଦେବଗଡ ବାରକୋଟା ଥାନା ଝୁମ୍ପୁରା ଜଙ୍ଗଲ ନିକଟରୁ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କା ଡିଲ୍ ବେଳେ ଦିଲ୍ଲୀପ ନାଏକଙ୍କୁ ଧରିଥିଲା ପୋଲିସ । ଦିଲ୍ଲୀପଙ୍କ ନିକଟରୁ ୭ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରିଛ ପୋଲିସ ।ବିଜେପି ନେତାଙ୍କୁ ଏନେଇ ପଚରା ଉଚରା ଜାରି ରଖିଛି ପୋଲିସ ।
BREAKING NEWS
- ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
- ବାଲିଯାତ୍ରା ଯିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ ଟ୍ରାଫିକ ବ୍ୟବସ୍ଥା
- ଶେଷରେ ହ୍ୱାଇଟ୍ ହାଉସରେ ପରସ୍ପରକୁ ଭେଟିଲେ ଟ୍ରମ୍ପ ଏବଂ ବାଇଡେନ୍
- ଭରତପୁର ଘଟଣା: କମିଶନଙ୍କ ପାଖରେ ହାଜର ହେବେ ନିଲମ୍ବିତ ୫ ପୋଲିସ
- ‘ମୁଁ ଏତେ ଶୀଘ୍ର ମରିବି ନାହିଁ’: କାହିଁକି ଏପରି କହିଥିଲେ ଚାଚା ନେହେରୁ
- ୯୦ ବର୍ଷ ମଧ୍ୟରେ ଆଇଆରସିରେ ତୃତୀୟ ଓଡ଼ିଆ: ପ୍ରଫେସର ମନୋରଞ୍ଜନ ପରିଡ଼ା ଭାରତୀୟ ସଡ଼କ କଂଗ୍ରେସର ସଭାପତି ନିର୍ବାଚିତ
- ନଭେମ୍ବର ୨୦ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ, ୧୫ ତାରିଖରୁ ଚାଷୀଙ୍କୁ ମିଳିବ ଟୋକେନ
- ଏନଏସି ଅଫିସ୍ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେଡ଼ି କର୍ମୀ
- ରଣଜୀ ଟ୍ରଫି: ମହାରାଷ୍ଟ୍ର ସ୍କୋରଠାରୁ ୬୩ ରନ ପଛରେ ଓଡିଶା
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି: କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଆଗେଇବ ଓଡ଼ିଶା
Comments are closed.