Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ । ମିଳିଥିବା ସୂଚନା…

‘ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ’

ମୟୂରଭଞ୍ଜ: ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ ଦୁଖଃକଷ୍ଟ ସେମାନଙ୍କର ମନେପଡ଼େ । ଭୋଟ ଆସିଲେ ବିରୋଧି ମିଠା ମିଠା କଥା କୁହନ୍ତି, ଭୋଟ ସରିଗଲେ ସେମାନଙ୍କୁ ଖୋଜିଲେ ବି ପାଇବେ ନାହିଁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି ।…

‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ ବଡ ଷଡଯନ୍ତ୍ର?, ବସିବ ଯାଞ୍ଚ କମିଟି…’

ବାରିପଦା: ‘ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଅସୁସ୍ଥ ହେଲେ କିପରି? ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ବଡ ଷଡଯନ୍ତ୍ର ଅଛି କି? ଏଥିପାଇଁ ଦାୟୀ କିଏ? ’ ଆଜି କିଛି ଏଭଳି ପ୍ରଶ୍ନ କରି ପୂରା ଓଡିଶାବାସୀଙ୍କ ମନରେ ଏକ ଆନ୍ଦୋଳନ ସୃଷ୍ଟି କରିଛନ୍ତି ମୋଦି ।…

‘ଆଦିବାସୀ ଜମି ହଡପ କରିବାକୁ ଆଇନ ଆଣିଥିଲା ବିଜେଡି ସରକାର’

ମୟୂରଭଞ୍ଜ: ଆଜି ବାରିପଦାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ହୁଙ୍କାର ଭରୁଛନ୍ତି ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଖଣିଜ ସମ୍ପଦ ଓ ଲୁଟ୍ ରା୍ଜକୁ ନେଇ ବର୍ଷିଛନ୍ତି ମୋଦୀ । କହିଛନ୍ତି, ବିଜେଡି ସରକାର ଉପରେ ଓଡିଶାବାସୀ ଭରସା କରିଥିଲେ । ବିଜେଡି ସରକାର…

ଓଡିଶାର ୨୫ ବର୍ଷ ସରକାରରେ ବାଜିବ ଫୁଲଷ୍ଟପ୍, ଏହା ମୋଦି ଗ୍ୟାରେଣ୍ଟି

ମୟୂରଭଞ୍ଜ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଦଳର ହେଭିଓ୍ବେଟ । ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସି ବାରିପଦାବାସୀଙ୍କୁ ପ୍ରଥମେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜର ବକ୍ତବ୍ୟ ରେ ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ ।…

କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର,କହିଲେ ଏଥର ଓଡ଼ିଶାରେ ୨୧ରୁ ୨୧ ଜିତିବୁ

ମୟୂରଭଞ୍ଜ: କରଞ୍ଜିଆ ରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ମାରାଥନ ପ୍ରଚାର ।ବିଜେଡି ସରକାର ଉପରେ ସିଧା ସଳଖ ପ୍ରହାର କରିଛନ୍ତି ନଡ୍ଡା। କହିଲେ ବିଜେଡି କୁ ଏବେ ଶାସନଭାର ରୁ ଦିଅନ୍ତୁ ଆରାମ। ଓଡ଼ିଶା ପ୍ରଶାସନକୁ ଆଉଟସୋର୍ସ  କହିଛନ୍ତି । ଓଡ଼ିଶା ପ୍ରଶାସନ ସମ୍ଭାଳିବା ପାଇଁ କଣ ଓଡ଼ିଆ ପୁଅ…

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ବ୍ୟାଙ୍କ ରେ ଅଗ୍ନିକାଣ୍ଡ । ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ୍ ଅଫିସରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ତିନି ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ କିଛି ଲୋକ ଫସିଥିବା ରହିଥିବା ଆଶଙ୍କା କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରିରହିଛି । ନିଆଁ ଲିଭାଇବା…

ଲିଭୁନି ଶିମିଳିପାଳ ନିଆଁ, ସେପଟେ ଜଳୁଛି ସାରକୁଣ୍ଡ ସଂରକ୍ଷିତ ଜଙ୍ଗଲ

ବାରିପଦା: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ସେପଟେ ଶିମିଳିପାଳ ପାଦ ଦେଶ ଜଳୁଥିବା ବେଳେ ଏବେ ସୁନ୍ଦରଗଡ ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି…

ପୁଣି ଅଭୟାରଣ୍ୟରୁ୧୦ କୋଟି ୫୦ ଲକ୍ଷ ଟଙ୍କାର ଅଫିମ ନଷ୍ଟ କଲା ଅବକାରୀ ବିଭାଗ

ବାରିପଦା: ଥମିବାର ନାଁ ନେଉନି ଅଭୟାରଣ୍ୟରେ ଅଫିମ ଚାଷ । ଯେତେ ଖୋଳିଲେ ସେତେ ବାହାରୁଛି । ଅଭୟାରଣ୍ୟ ସାରା କାୟା ବିସ୍ତାର କରିଛି ଅଫିମ । ପୁଣି ଥରେ ଶିମିଳିପାଳର ଅସ୍ତକୁଅଁର ପଞ୍ଚାୟତର ସାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରିଛି ମୟୁରଭଞ୍ଜ ଅବକାରୀ…

ଜଙ୍ଗଲ ଭିତରେ ଚାଲିଥିଲା ଗଞ୍ଜେଇ ଚାଷ, ମାଡି ବସିଲା ବନବିଭାଗ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉ କରିଛି ଅବକାରି ବିଭାଗ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ…