Latest Odisha News

BREAKING NEWS

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି ।

ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ ହରାଇଛନ୍ତି ନରସିଂହ  ।  ନରସିଂହ ୭୭ ହଜାର ୭୬୩ ଖଣ୍ଡ ଭୋଟ ପାଇଁ  ବିଜୟ ହୋଇଛନ୍ତି  ।

Leave A Reply

Your email address will not be published.