Latest Odisha News

BREAKING NEWS

ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ବିଜେପି ରବିବାର ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ନ୍ୟୁଜ କ୍ଲିକ ନାମକ ଏକ ନ୍ୟୁଜ ୱେବସାଇଟ ଷଡଯନ୍ତ୍ର ରଚିଛି । ଏଥିପାଇଁ ଚୀନ ସମେତ ଅନ୍ୟ ଦେଶରୁ ୩୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି ।

ଭାରତର କରୋନା ମୁକାବିଲା ନୀତି ବିଦେଶରେ ପ୍ରଶଂସା କରାଯାଉଥିବା ବେଳେ ଏହି ୱେବସାଇଟ ବଦନାମ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛି । ବିଶେଷ କରି ଭ୍ୟାକ୍ସିନ ନୀତିକୁ ନେଇ ନ୍ୟୁଜ କ୍ଲିକ ଭୁଲ ଖବର ପରିବେଷଣ କରୁଛି ବୋଲି ପାତ୍ର ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.