Latest Odisha News

BREAKING NEWS

ଆଜି ଓଡ଼ିଶାରେ ଅମିତ ଶାହ, ନିର୍ବାଚନୀ ସମାବେଶରେ ଯୋଗଦାନ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ ଆଜି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ହେଉଥିବା ବେଳେ ପ୍ରଚାରର ଅନ୍ତିମ ଦିନରେ ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାର ଅନେକ ସ୍ଥାନରେ ମାରଥନ୍ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଅମିତ ଶାହ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡ଼ା ଓ ମୋରଡ଼ାରେ ବିଜେପି ପକ୍ଷରୁ ଅନୁÂିତ ବିଜୟ ସଂକଳ୍ପ ସଭାରେ ଯୋଗଦେଉଛନ୍ତି ।

ସେହିପରି ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଓ ଡୁବୁରୀଠାରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

Leave A Reply

Your email address will not be published.