ଓ୍ବାଶିଂଟନ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ।
US | I really want to emphasize on what PM Modi said, I think he captured, as well as anyone I have heard, fundamentally what this moment is about as he said, this is not an era, the time for war & we could not agree more: US Secretary of State Antony Blinken pic.twitter.com/XgNcPMP0pk
— ANI (@ANI) September 27, 2022
India-US partnership one of the most consequential in the world: Blinken
Read @ANI Story | https://t.co/0az5GDGpot#IndiaUS #antonyblinken #Jaishankar pic.twitter.com/aFenlkrrq2
— ANI Digital (@ani_digital) September 27, 2022
ସେ କହିଛନ୍ତି ଯେ ସେ ମୋଦୀଙ୍କ ସହ ଏକମତ । ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ । ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତାକୁ ବିଶ୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବ୍ଲିଙ୍କେନ୍ । ପାକିସ୍ତାନକୁ ୪୫୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଏଫ-୧୬ ରକ୍ଷଣାବେକ୍ଷଣ ସହାୟତା ପ୍ରଦାନ କୁ ନେଇ ଜୟଶଙ୍କର ଆମେରିକା ଉପହାସ କରିଥିବା ବେଳେ ବ୍ଲିଙ୍କେନ କହିଛନ୍ତି ପାକିସ୍ତାନକୁ ଏହି ଅର୍ଥ ଏଫ-୧୬ ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଛି । ଏହା କିଛି ନୂଆ ଅସ୍ତ୍ରଶସ୍ତ୍ର ପାଇଁ ନୁହେଁ । ଏହାକୁ ନେଇ ଭାରତ – ଆମେରିକା ମଧ୍ୟରେ ସଂପର୍କ ଖରାପ ହେବନାହିଁ ।
US | This is a sustained program for F16s that Pak has long had. These are not new, this is sustaining what they have. We've a responsibility & obligation to whomever we provide military equipment to, that it's maintained & sustained: US Secretary of State Antony Blinken pic.twitter.com/1eWUkXKAbb
— ANI (@ANI) September 27, 2022
#WATCH | EAM Dr S Jaishankar and US Secretary of State Antony Blinken respond to ANI questions on the discussion held on Ukraine conflict & Taiwan situation during UNGA and US discussion with Pakistan on ways to improve ties with India & F16s to Pak pic.twitter.com/b7VUzb1d6q
— ANI (@ANI) September 27, 2022
Comments are closed.