Latest Odisha News

BREAKING NEWS

Browsing Category

WORLD

ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ

ଗାଜା: ବୋମା ବିସ୍ଫୋରଣ, ଆକାଶସାରା ଧୂଆଁ ଏବଂ ନିରନ୍ତର ସାଇରନ୍ ଶବ୍ଦ ମଧ୍ୟରେ ଗାଜାରେ ଜୀବନ ଦୁର୍ବିସହ ହୋଇପଡ଼ିଛି। ଇସ୍ରାଏଲର ଆକ୍ରମଣ  ଯୋଗୁଁ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି କୋମଳମତି ଶିଶୁ, ବିଶେଷକରି ଛୋଟ ଝିଅମାନେ, ଯେଉଁମାନେ ପ୍ରତିଦିନ ଆତଙ୍କ ଓ ମାନସିକ ଚାପ ମଧ୍ୟରେ ଦିନ…

Japan Earthquake: ଟୋକିଓକୁ ଜୋରଦାର ଝଟକା, ୫.୯ ତୀବ୍ରତାର ଭୂକମ୍ପ, ୫ ଆହତ

ନୂଆଦିଲ୍ଲୀ: ରବିବାର ସକାଳୁ ପୂର୍ବ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇବାରାକି ପ୍ରିଫେକ୍ଚରର ଦକ୍ଷିଣ ଅଞ୍ଚଳକୁ କେନ୍ଦ୍ର କରି ଘଟିଥିବା ଏହି ଭୂକମ୍ପର ପ୍ରାଥମିକ ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହାର ଝଟକା ଟୋକିଓ ସମେତ ଆଖପାଖ ଅଞ୍ଚଳରେ ଜୋରଦାର ଭାବେ ଅନୁଭୂତ…

AI Viruses: ରୋଗ ଭଲ କରିବ ନା ବଢ଼ାଇବ ବିପଦ? AIରେ ତିଆରି ହେଲା ୧୬ ନୂଆ ଭାଇରସ୍‌!

ନୂଆଦିଲ୍ଲୀ: AI ତିଆରି କଲା ଭାଇରସ୍‌ର ଜିନୋମ୍! ବଞ୍ଚାଇବ ନା ଲୋକଙ୍କୁ ମାରିବ? ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏବେ କେବଳ ତଥ୍ୟ ବିଶ୍ଳେଷଣ କିମ୍ବା ଚାଟ୍‌ବଟ୍‌ରେ ସୀମିତ ନାହିଁ। ବୈଜ୍ଞାନିକମାନେ AIର ସହାୟତାରେ ନୂଆ ଭାଇରସ୍‌ ଡିଜାଇନ୍ କରିବାରେ ସଫଳ ହୋଇଛନ୍ତି। ଆମେରିକାର…

Trump Praises India: ଭାରତର ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ଆମେରିକାରେ ‘ଭୋଟର ଆଇଡି’ ପାଇଁ ଦେଲେ…

ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ସମୟରେ ଭୋଟର ଆଇଡି ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ଜୋରଦାର କରିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଉଦାହରଣ ଭାବେ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତରେ ନିର୍ବାଚନ କିପରି ପରିଚୟପତ୍ର ଆଧାରିତ ଭାବେ ପରିଚାଳିତ ହେଉଛି, ତାହା…

Pak PM’s warning: ‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଖୋଲା…

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି…

Heat-Seeking Missile: ହିଟ୍ ସିକିଂ ମିସାଇଲ୍ କ’ଣ? କାନ୍ଧରେ ରଖି ନିକ୍ଷେପ କରାଯାଉଥିବା ଏହି ମିସାଇଲକୁ କାହିଁକି…

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ଆଶଙ୍କାର ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ତୁର୍କିଏ ଗସ୍ତ ସାରି ଟ୍ରମ୍ପ ଆମେରିକା ଫେରୁଥିବା ସମୟରେ ତାଙ୍କ ବିମାନ ଉପରେ ଶୋଲ୍ଡର-ଫାୟାର୍ଡ ମିସାଇଲ୍ ଦ୍ୱାରା ଆକ୍ରମଣର ଆଶଙ୍କା ଥିଲା। ଏହି…

Solar eclipse 2026: ଦେଖି ନଥିବେ କେବେ ଏପରି ଦୃଶ୍ୟ! ଆକାଶରେ ଚନ୍ଦ୍ର-ସୂର୍ଯ୍ୟଙ୍କ ଅଦ୍ଭୁତ ମିଳନ…

ନୂଆଦିଲ୍ଲୀ: ଇଣ୍ଟରନେଟର ମନ ମୋହୁଛି ଅପୂର୍ବ ଦୃଶ୍ୟ! ହଠାତ୍ ଛାଇଗଲା ଅନ୍ଧାର! ଆକାଶରେ ଚନ୍ଦ୍ର-ସୂର୍ଯ୍ୟଙ୍କ ଅଦ୍ଭୁତ ମିଳନ! ଆକାଶରେ ଘଟିଲା ଏକ ବିରଳ ମହାଜାଗତିକ ଘଟଣା। ଅଗଷ୍ଟ ୧୨ ତାରିଖରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନା ଦେଇ ଗତି କରିବା ସହ ସୃଷ୍ଟି ହେଲା ପୂର୍ଣ୍ଣ…

Imran Khan: କ’ଣ ଆଉ ସତରେ ନାହାନ୍ତି ଇମ୍ରାନ ଖାନ? ମୃତ୍ୟୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ଖୁଲାସା ପରେ PTIର ବଡ଼…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ୍‌ (PTI) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ୱଜାହତ୍ ଏସ୍. ଖାନ, ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଦାବି କରିବା ପରେ…

Strait of Hormuz: ଇରାନ କହିଲା କେମିତି ଖୋଲିବ ହର୍ମୁଜ୍…ଆମେରିକା ଆଗରେ ରଖିଲା କଠୋର ସର୍ତ୍ତ

ନୂଆଦିଲ୍ଲୀ: ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଖୋଲିବା ପାଇଁ ଆମେରିକା ସମ୍ମୁଖରେ ଏକାଧିକ କଠୋର ସର୍ତ୍ତ ରଖିଛି ଇରାନ। ଇରାନର ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ କହିଛି ଯେ ଆମେରିକା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନଆଣିବା ପର୍ଯ୍ୟନ୍ତ…

Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର…

ନୂଆଦିଲ୍ଲୀ: ଭାରତର ପିଓକେ, ଚାଲିଛି ପାକିସ୍ତାନର ହାକିମାତି! ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା କାହିଁକି ଚାଲେ ପାକିସ୍ତାନର ଶାସନ? ଅଶାନ୍ତ ପାକ୍ ଅଧିକୃତ କାଶ୍ମୀର(PoK) । ଅର୍ଥନୈତିକ, ରାଜନୈତିକ ଏବଂ ବିଭିନ୍ନ ବିଫଳ ବ୍ୟବସ୍ଥାକୁ ନେଇ ଲୋକେ ରାସ୍ତାକୁ…