Latest Odisha News

କୋଭିଡ ହସ୍ପିଟାଲ ଲାଗି ହେଲ୍ପଲାଇନ ନଂ ଜାରି କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ସୋମବାର ଦିନ ସହରରେ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନାଗୁଡ଼ିକ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

ବିଏମସି ଏହାର ଟ୍ୱିଟରେ କହିଛି ଯେ, ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ଏହି ନମ୍ବରକୁ କଲ୍ କରିପାରିବେ।

 

Comments are closed.