Latest Odisha News

BREAKING NEWS

ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର୍‌ ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବବ୍ ବିଶ୍ୱାସ’ରେ ଜଣେ ହତ୍ୟାହାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ସୁଜୟ ଘୋଷଙ୍କ ୨୦୧୨ ଥ୍ରୀଲର କାହାଣୀ। ଏହା ଶାଶ୍ବତ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ। ଆଜି ନଭେମ୍ବର ୧୯ ରେ ଫିଲ୍ମ ‘ବବ୍‌ ବିଶ୍ୱାସ’ର ଟ୍ରେଲର ରିଲିଜ ହୋଇଛି।

ଅଭିଷେକ ବଚ୍ଚନଙ୍କ ବବ୍ ବିଶ୍ୱ ଏକ କ୍ରାଇମ୍‌-ଡ୍ରାମା କାହାଣୀ। ଏହି ଚଳଚ୍ଚିତ୍ରଟି ଶାହରୁଖ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ସୁଜୟ ଘୋଷଙ୍କ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ। ଏହି ଫିଲ୍ମଟି ଡିସେମ୍ବର ୩ ରେ ଜି୫ ରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.