Latest Odisha News

BREAKING NEWS

ପୋଖରୀ ଭିତରୁ ନିଖୋଜ ଯୁବତୀଙ୍କ ମୃତଦେହ ଠାବ

ଖୋର୍ଦ୍ଧା: ଦୁଇ ଦିନ ତଳେ ନିଖୋଜ ଯୁବତୀଙ୍କ ମୃତଦେ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଅଟ୍ରି-ଶରଧାପୁର ରାସ୍ତା କଡ଼ ଏକ ପୋଖରୀ ଭିତରୁ ମୃତଦେହ ଠାବ ହୋଇଛି । ୨ ଦିନ ତଳେ ଅଟ୍ରି ଗାଁର ଯୁବତୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଏନେଇ ବାଘମାରୀ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ଯୁବତୀ କେମିତି ନିଖୋଜ ଥିଲେ ? ପୋଖରୀକୁ କେମିତି ଆସିଥିଲା ମୃତଦେହ ? ଏହା ଆତ୍ମହତ୍ୟା ନା ହତ୍ୟା ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.